Odiapua.com

ଆଜି ଲକ୍ଷଣନାଥରେ ପଶ୍ଚମବଙ୍ଗ ସିମା ସିଲ୍ ସ୍ଥିତି ଦେଖିବେ ଡିଜିବି

ଭୁବନେଶ୍ୱର୨୧ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ କରୋନା ପଜେଟିଭ ସଂଖ୍ୟା ୧୮ ଜଣକୁ ବୃଦ୍ଧି ପାଇବା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ଜଣାପଡିଛି। ଆଜି କରାନା ସଂକ୍ରମଣର ସ୍ଥିତି ସମିକ୍ଷା କରିବାକୁ ଡିଜିପି ବାଲେଶ୍ବର-ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥକୁ ଯିବେ। ସୀମା ସିଲ୍ ସ୍ଥିତି ଦେଖିବା ପରେ ଡିଜିପି ମୟୁରଭଞ୍ଜ ଗସ୍ତ କରିବେ।