ଭୁବନେଶ୍ୱର ୧୯-୧୨ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହା ସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୪୪ କୁ ବୃଦ୍ଧି ପାଇଛି। ତେବେ
ନୂଆ ଆକ୍ରାନ୍ତ: ୧୯୩
୦-୧୮ ବର୍ଷର : ୩୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୨
– ସ୍ଥାନୀୟ ଅଞ୍ଚଳରୁ୮୧
୧- ଅନୁଗୁଳ ଜିଲ୍ଲାରୁ – ୧
୨- ଭଦ୍ରକ ଜିଲ୍ଲାରୁ – ୩
୩- କଟକ ଜିଲ୍ଲାରୁ – ୧୭
୪- ଦେବଗଡ଼ ଜିଲ୍ଲାରୁ – ୩
୫- ଗଜପତି ଜିଲ୍ଲାରୁ – ୨
୬- ଜଗତସିଂହପୁର ଜିଲ୍ଲାରୁ – ୪
୭- ଯାଜପୁର ଜିଲ୍ଲାରୁ – ୩
୮- ଝାରସୁଗୁଡ଼ା ଜିଲ୍ଲାରୁ – ୪
୯- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩
୧୦- ଖୋର୍ଦ୍ଧାରୁ : ୧୦୭
୧୧- ମୟୁରଭଞ୍ଜ ଜିଲ୍ଲାରୁ – ୩
୧୨- ନୟାଗଡ଼ ଜିଲ୍ଲାରୁ – ୧
୧୩- ପୁରୀ ଜିଲ୍ଲାରୁ – ୨
୧୪- ରାୟଗଡ଼ା ଜିଲ୍ଲାରୁ – ୧
୧୫- ସମ୍ବଲପୁର ଜିଲ୍ଲାରୁ – ୮
୧୬- ସୋନପୁର ଜିଲ୍ଲାରୁ – ୧
୧୭- ସୁନ୍ଦରଗଡ଼ ଜିଲ୍ଲାରୁ – ୪
୧୮- State Pool: ୨୬
– ନୂଆ ସୁସ୍ଥ ହୋଇଥିଲେ୨୧୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୪୮୨୯୬୩୪
– ମୋଟ ଆକ୍ରାନ୍ତ ୧୦୫୨୮୩୪
– ମୋଟ ସୁସ୍ଛ ହୋଲେଣି ୧୦୪୨୪୪୩
– ସକ୍ରୀୟ ଆକ୍ରାନ୍ତ – ୧୮୯୪
ଆଜି କରୋନା କାରଣରୁ ରାଜ୍ୟରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହା ସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୪୪ କୁ ବୃଦ୍ଧି ପାଇଛି। ତେବେ
୧. ଭୁବନେଶ୍ୱରର ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨. ବାଲେଶ୍ୱର ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
ଉପରୋକ୍ତ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ କରୋନା କାରଣରୁ ହୋଇଛି।
ରାଜ୍ୟୱାରୀ ତଥ୍ୟ –
ଅନୁଗୁଳ ଜିଲ୍ଲାରେ ୪୩, ୯୭୪ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ [+୧] ଜଣ ସକ୍ରୀୟ ଅଛନ୍ତି। ୪୩, ୫୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ବାଲେଶ୍ୱର ଜିଲ୍ଲାରେ ୪୧୦୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୧୯ [-୧] ଜଣ ସକ୍ରୀୟ ଅଛନ୍ତି। ୪୦, ୭୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ବରଗଡ ଜିଲ୍ଲାରେ ୩୧୧୬୯ ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ ଜଣ ସକ୍ରୀୟ ଅଛନ୍ତି। ୩୦, ୮୧୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ଭଦ୍ରକ ଜିଲ୍ଲାରେ ୨୬, ୫୯୮ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫ [+୩] ଜଣ ସକ୍ରୀୟ ଅଛନ୍ତି। ୨୬, ୪୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ବଲାଙ୍ଗୀର ଜିଲ୍ଲାରେ ୨୩୪୬୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧୬ ଜଣ ସକ୍ରୀୟ ଅଛନ୍ତି। ୨୩, ୩୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ବୌଦ୍ଧ ଜିଲ୍ଲାରେ ୧୨୬୬୦ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଜଣ ସକ୍ରୀୟ ଅଛନ୍ତି। ୧୨, ୫୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
କଟକ ଜିଲ୍ଲାରେ ୯୫, ୪୪୩ [+୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୪ [+୧୭] ଜଣ ସକ୍ରୀୟ ଅଛନ୍ତି। ୯୪, ୪୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୫୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଦେବଗଡ଼ ଜିଲ୍ଲାରେ ୬, ୬୩୬ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୧ [+୩] ଜଣ ସକ୍ରୀୟ ଅଛନ୍ତି। ୬, ୫୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ଢେଙ୍କାନାଳ ଜିଲ୍ଲାରେ ୨୦୦୨୮ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨ ଜଣ ସକ୍ରୀୟ ଅଛନ୍ତି। ୧୯, ୭୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ଗଜପତି ଜିଲ୍ଲାରେ ୯, ୭୪୨ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬ [+୨] ଜଣ ସକ୍ରୀୟ ଅଛନ୍ତି। ୯, ୬୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଗଞ୍ଜାମ ଜିଲ୍ଲାରେ ୩୩୯୬୭ ଜଣ ସଂକ୍ରମିତ ହୋଇଥିବା ବେଳେ ୨୨ ଜଣ ସକ୍ରୀୟ ଅଛନ୍ତି। ୩୩, ୪୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଜଗତସିଂହପୁର ଜିଲ୍ଲାରେ ୨୮, ୦୮୭ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨ [+୪] ଜଣ ସକ୍ରୀୟ ଅଛନ୍ତି। ୨୭, ୭୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ଯାଜପୁର ଜିଲ୍ଲାରେ ୪୪, ୧୪୦ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୯ [+୩] ଜଣ ସକ୍ରୀୟ ଅଛନ୍ତି। ୪୩, ୯୧୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଝାରସୁଗୁଡ଼ା ଜିଲ୍ଲାରେ ୨୩, ୯୬୭ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ [+୪] ଜଣ ସକ୍ରୀୟ ଅଛନ୍ତି। ୨୩, ୭୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
କଳାହାଣ୍ଡି ଜିଲ୍ଲାରେ ୨୪୩୪୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ ଜଣ ସକ୍ରୀୟ ଅଛନ୍ତି। ୨୪, ୧୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
କନ୍ଧମାଳ ଜିଲ୍ଲାରେ ୧୧୫୪୮ ଜଣ ସଂକ୍ରମିତ ହୋଇଥିବା ବେଳେ ୦ ଜଣ ସକ୍ରୀୟ ଅଛନ୍ତି। ୧୧, ୪୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
କେନ୍ଦ୍ରାପଡା ଜିଲ୍ଲାରେ ୨୫, ୦୫୦ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨ [+୩] ଜଣ ସକ୍ରୀୟ ଅଛନ୍ତି। ୨୪, ୭୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
କେନ୍ଦୁଝର ଜିଲ୍ଲାରେ ୨୧୦୩୫ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ସକ୍ରୀୟ ଅଛନ୍ତି। ୨୦, ୮୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଖୋର୍ଦ୍ଧା ଜିଲ୍ଲାରେ ୧, ୮୦, ୭୮୦ [+୧୦୭] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨୦ [+୧୦୬] ଜଣ ସକ୍ରୀୟ ଅଛନ୍ତି। ୧, ୭୮, ୨୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧, ୫୯୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
କୋରାପୁଟ ଜିଲ୍ଲାରେ ୧୯୧୭୮ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଜଣ ସକ୍ରୀୟ ଅଛନ୍ତି। ୧୯, ୦୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ମାଲକାନଗିରି ଜିଲ୍ଲାରେ ୧୧୬୯୧ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଜଣ ସକ୍ରୀୟ ଅଛନ୍ତି। ୧୧, ୬୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ମୟୁରଭଞ୍ଜ ଜିଲ୍ଲାରେ ୪୧, ୩୦୮ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୯ [+୩] ଜଣ ସକ୍ରୀୟ ଅଛନ୍ତି। ୪୦, ୯୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ନବରଙ୍ଗପୁର ଜିଲ୍ଲାରେ ୨୩୫୬୧ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ସକ୍ରୀୟ ଅଛନ୍ତି। ୨୩, ୪୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ନୟାଗଡ଼ ଜିଲ୍ଲାରେ ୨୩, ୫୯୧ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫ [+୧] ଜଣ ସକ୍ରୀୟ ଅଛନ୍ତି। ୨୩, ୩୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ନୁଆପଡା ଜିଲ୍ଲାରେ ୨୨୯୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଜଣ ସକ୍ରୀୟ ଅଛନ୍ତି। ୨୨, ୮୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ପୁରୀ ଜିଲ୍ଲାରେ ୪୫, ୬୪୭ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨ [+୨] ଜଣ ସକ୍ରୀୟ ଅଛନ୍ତି। ୪୫, ୧୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ରାୟଗଡ଼ା ଜିଲ୍ଲାରେ ୨୦, ୨୫୮ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭ [+୧] ଜଣ ସକ୍ରୀୟ ଅଛନ୍ତି। ୨୦, ୦୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ସମ୍ବଲପୁର ଜିଲ୍ଲାରେ ୩୨, ୧୪୧ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୫ [+୮] ଜଣ ସକ୍ରୀୟ ଅଛନ୍ତି। ୩୧, ୮୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ସୁବର୍ଣ୍ଣପୁର ଜିଲ୍ଲାରେ ୧୩, ୨୧୭ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ [+୧] ଜଣ ସକ୍ରୀୟ ଅଛନ୍ତି। ୧୩, ୧୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ସୁନ୍ଦରଗଡ ଜିଲ୍ଲାରେ ୬୨, ୩୨୬ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧ [+୪] ଜଣ ସକ୍ରୀୟ ଅଛନ୍ତି। ୬୧, ୬୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ରାଜ୍ୟ ପୁଲ୍ ରେ ୩୩, ୩୧୭ [+୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୯ [+୨୬] ଜଣ ସକ୍ରୀୟ ଅଛନ୍ତି। ୩୩, ୦୫୮ ଜଣ ସୁସ୍ଥ ହୋଇଛନ୍ତି।