Odiapua.com

ଆଜି ରାଜ୍ୟରେ ସୁସ୍ଥହେଲେ – ୧୦୦୩

ଭୁବନେଶ୍ୱର ୧୯ ଅଗଷ୍ଟ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ସୁସ୍ଥହେଲେ – ୧୦୦୩ ଜଣ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୮୨୩୧୯ ପହଁଚିଛି । ତେବେ
୩୭୪ ଜଣ ଖୋର୍ଦ୍ଦା ଜିଲ୍ଲାରୁ
୧୩୭ ଜଣ କଟକ ଜିଲ୍ଲାରୁ
୫୯ ଜଣ ବାଲେଶ୍ୱର ଜିଲ୍ଲାରୁ
୪୮ ଜଣ ପୁରୀ ଜିଲ୍ଲାରୁ
୩୯ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୩୩ ଜଣ ଯୋଜପୁର ଜିଲ୍ଲାରୁ
୩୦ ଜଣ ମୟୁରଭଞ୍ଜ ଜିଲ୍ଲାରୁ
୨୯ ଜଣ ଜଗତସିଂହପୁର ଜିଲ୍ଲାରୁ
୨୩ ଜଣ ଅନୁଗୁଳ ଜିଲ୍ଲାରୁ
୨୩ ଜଣ ନୟାଗଡ଼ ଜିଲ୍ଲାରୁ
୨୦ ଜଣ ସମ୍ବଲପୁର ଜିଲ୍ଲାରୁ
୧୨ ଜଣ କେନ୍ଦୁଝର ଜିଲ୍ଲାରୁ
୧୦ ଜଣ ଭଦ୍ରକ ଜିଲ୍ଲାରୁ
୧୦ ଜଣ ଢେଙ୍କାନାଳ ଜିଲ୍ଲାରୁ
୯ ଜଣ ଝାରସୁଗୁଡ଼ା ଜିଲ୍ଲାରୁ
୯ ଜଣ ରାୟଗଡ଼ା ଜିଲ୍ଲାରୁ
୮ ଜଣ କନ୍ଧମାଳ ଜିଲ୍ଲାରୁ
୮ ଜଣ ମାଲକାନଗିରି
୫ ଜଣ ଗଞ୍ଜାମ ଜିଲ୍ଲାରୁ
୫ ଜଣ କଳାହାଣ୍ଡି ଜିଲ୍ଲାରୁ
୪ ଜଣ ବଲାଙ୍ଗୀର ଜିଲ୍ଲାରୁ
୪ ଜଣ ଗଜପତିଜିଲ୍ଲାରୁ
୪ ଜଣ ନବରଙ୍ଗପୁର ଜିଲ୍ଲାରୁ
୪ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୩ ଜଣ ବରଗଡ଼ ଜିଲ୍ଲାରୁ
୩ ଜଣ କୋରାପୁଟ ଜିଲ୍ଲାରୁ
୩ ଜଣ ନୂଆପଡ଼ା ଜିଲ୍ଲାରୁ
୩ ଜଣ ସୋନପୁର ଜିଲ୍ଲାରୁ
୮୧ ଜଣ State Pool ରୁ ସୁସ୍ଥ ହୋଇଛନ୍ତି।