Odiapua.com

ଆଜି ଭୁବନେଶ୍ୱର ମହାନଗରରୁ ଚିହ୍ନଟ ହେଲେ ୩୧୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର ୧୮ ଜୁଲାଇ (ଓଡ଼ିଆ ପୁଅ) ଆଜି ଭୁବନେଶ୍ୱର ମହାନଗର ନିଗମରୁ ଚିହ୍ନଟ ହେଲେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ ସେଣ୍ଟରରୁ ୬୯ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ୨୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଏହାକୁ ମିଶାଇ ମୋଟ ଆକେରାନ୍ତଙ୍କ ସଂଖ୍ୟା ୯୫,୮୮୪ କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ହୋଇଛନ୍ତି ୯୩,୮୩୦ ଜଣ ଏବଂ ମୋଟ ମୃତ୍ୟୁ ୬୩୭ କୁ ବୃଦ୍ଧି ପାଇଛି। ତେବେ ଏବେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯୬ ରହିଛି।