Odiapua.com

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଗବେଷଣା ଅନୁଷ୍ଠାନରେ ଏମ୍‌ଆର୍‌ଆଇ ଓ ସିଟି ସ୍କାନ୍ ସେବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୪ ଜୁଲାଇ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଗବେଷଣା ଅନୁଷ୍ଠାନରେ ଏମ୍‌ଆର୍‌ଆଇ ଓ ସିଟି ସ୍କାନ୍ ସେବାର ଲୋକାର୍ପଣ କରିବେ।

ଏହି ବ୍ୟବସ୍ଥା ଦ୍ବାରା ରୋଗୀମାନଙ୍କୁ ବିନା ଦେୟରେ ରୋଗ ନିରୁପଣ ସୁବିଧା ପ୍ରଦାନ କରାଯିବ।