Odiapua.com

ଆଖି ବୁଜିଲା ପ୍ରିୟଙ୍କା

ଭୁବନେଶ୍ଵର,୧୨/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଖି ବୁଜିଲା ବାଘୁଣୀ ପ୍ରିୟଙ୍କା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ପ୍ରିୟଙ୍କାର ଆଜି ମୃତ୍ୟୁ ହୋଇଛି ।

ମୃତ ବାଘୁଣୀ ପ୍ରିୟଙ୍କାର ବୟସ ୧୯ ବର୍ଷ ୫ ମାସ । ବୟସ ଅଧିକ ଯୋଗୁ ବାଘୁଣୀର ମୃତ୍ୟୁ ହୋଇଥିବା ବେଳେ ଗତ ୨ ବର୍ଷ ହେବ ପ୍ରିୟଙ୍କାର ଚିକିତ୍ସା ହେଉଥିଲା ।