Odiapua.com

ଆଖଣ୍ଡଳମଣିଙ୍କ ପୂଜକଙ୍କ ଝିଅ ଶ୍ରଦ୍ଧାଞ୍ଜଳି ପାଇଲେ ଓଏସ

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ପୂଜକ ତଥା ବେଲପାହଡସ୍ଥିତ ବନ୍ଧବାହାଲ ଉଚ୍ଚ ବିଦ୍‌ଯାଳୟର ସଂସ୍କୃତ ଶିକ୍ଷକ ନିରଞ୍ଜନ ପତିଙ୍କ ଝିଅ ଶ୍ରଦ୍ଧାଞ୍ଜଳୀ ପତି ଙଇଝରେ ୨୭୮ସ୍ଥାନରେ ରହି ପାସ କରି ଥିବାରୁ ବାପା ନିରଞ୍ଜନ ଓ ମା ଗୀତାରାଣୀ ପତି ଝିଅର ଶିକ୍ଷକଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଆରଡିପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣି ଓ ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଝିଅ ପାଇଁ ପୂଜାର୍ଚ୍ଚନା କରିଥିଲେ। ଅନ୍ୟପଟେ ଶ୍ରଦ୍ଧାଞ୍ଜଳୀଙ୍କ କହିବି ଅନୁଯାୟୀ ଓଏସ ପାଇଁ ପ୍ରଥମ ପରୀକ୍ଷାରେ ଉତୀର୍ଣ୍ଣ ହୋଇନଥିଲେ। ପୁର୍ନବାର ଓଏସ ନିମନ୍ତେ ପଢା ଜାରି ରଖିବା ସହ ୨ୟ ଥର ପାଇଁ ପରୀକ୍ଷା ଦେଇଥିଲେ। ଯାହା ଆଜି ତାଙ୍କୁ ସଫଳତା ମିଳିଥିବା କହିଛନ୍ତି ଶ୍ରଦ୍ଧାଞ୍ଜଳୀ।