Odiapua.com

ଆଇନିଜିବୀ ଦିବସ ପାଳିତ

ତିର୍ତ୍ତୋଲ ୩୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) -ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଭାଷା ଆନ୍ଦୋଳନର ଯୋଦ୍ଧା ମଧୁସୁଦନ ଦାସଙ୍କ ପବିତ୍ର ଜନ୍ମ ଦିବସ ଅବସରରେ ତିର୍ତ୍ତୋଲ ବାର୍ ଆସୋସିଏସନ ପକ୍ଷରୁ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଆଇଜିବୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବରିଷ୍ଠ ଆଇନିଜିବୀ ରାଜକିଶୋର ପଟ୍ଟନାୟକ, ଟୁକନ ଚରଣ ସେଠୀ, ସରୋଜ କୁମାର ପାଣିଗ୍ରାହୀ, ଦେବେନ୍ଦ୍ର ନାୟକ, ସୁଭେନ୍ଦୁ ରାୟ, ପ୍ରଶାନ୍ତ ରାୟ, ବରେନ୍ ମଲ୍ଲିକ, ପ୍ରଶାନ୍ତ ଦାସ, ଗୋବିନ୍ଦ ସ୍ୱାଇଁ, ନାରାୟଣ ମହାନ୍ତି, ତ୍ରିଲୋଚନ ବେହେରା, ରିତା ମହାନ୍ତି, ରଶ୍ମିତା ଦାସ ପ୍ରମୁଖ ଆଇନିଜିବୀ ଯୋଗଦେଇ ଆଇନିଜିବୀ ଦିବସର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିବା ସହିତ ସ୍ୱାଭିମାନି ଆଇନିଜିବୀ ଭାବେ ନିଜକୁ ଗଢ଼ିତୋଳିବାପାଇଁ ଆଲୋଚନା କରିଥିଲେ।