Odiapua.com

ଅଳିଆଗଦାରୁ ମିଳିଲା ଜାଡେଜାଙ୍କ “ମ୍ୟାନ ଅଫ ଦ ମ୍ୟାଚ” ରେପ୍ଲିକା

ତିରୁବନନ୍ତପୁରମ:କେରଳ ସ୍ଥିତ ଏକ ଏନଜିଓର କହିବା ଅନୁଯାୟୀ କ୍ରିକେଟିୟର ରବୀନ୍ଦ୍ର ଜାଡେଜାଙ୍କୁ ମିଳିଥିବା “ମ୍ୟାନ ଅଫ ଦ ମ୍ୟାଚ” ରେପ୍ଲିକା ସେମାନେ ଏକ ଅଳିଆ ଗଦା ଭିତରୁ ପାଇଛନ୍ତି।ଜାଡେଜାଙ୍କୁ ଏହି ପୁରସ୍କାର ତିରୁବନନ୍ତପୁରମରେ ୱେଷ୍ଟଇଣ୍ଡିଜ ସହ ଖେଳା ଯାଇଥିବା ୫ମ ଦିନିକିଆ ମ୍ୟାଚରେ ମିଳିଥିଲା।ଜାଡେଜା ଏହି ମ୍ୟାଚରେ ୪ଟି ଉଇକେଟ ନେଇ “ମ୍ୟାନ ଅଫ ଦ ମ୍ୟାଚ” ହିସାବରେ ୧ ଲକ୍ଷ ଟଙ୍କାର ରେପ୍ଲିକା ପାଇଥିଲେ।/ଦେବଦତ୍ତ