ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ଦଶକ ପୁରୁଣା ରାମ ଜନ୍ମଭୂମି ଏବଂ ବାବରୀ ମସ୍ଜିଦ ପ୍ରପର୍ଟୀ ବିବାଦରେ ନିଷ୍ପତି ନଭେମ୍ବର ପୂର୍ବରୁ ଆସିପାରେ। ମାମଲାର ଶୁଣାଣି କରି ସୁପ୍ରୀମ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏହି ସଂକେତ ଦେଇଛନ୍ତି।
ଅଯୋଧ୍ୟା କେସ ପାଇଁ ସୁପ୍ରୀମ କୋର୍ଟ ସ୍ଥିର କରିଛନ୍ତି ଡେଡଲାଇନ। ୧୮ ଅକ୍ଟୋବର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରେ ଅଯୋଧ୍ୟା ବିବାଦର ଶୁଣାଣି। ୧୭ ନଭେମ୍ବର ପର୍ଯ୍ୟନ୍ତ ଆସିପାରେ ନିଷ୍ପତି।
Ayodhya land dispute case: Chief Justice of India Ranjan Gogoi says, "as per the estimate of tentative dates to finish the hearing in the case, we can say that the submissions have to be likely completed by October 18." pic.twitter.com/cj40Tb979r
— ANI (@ANI) September 18, 2019