Odiapua.com

ଅବସର ପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ଚରଣ ମିଶ୍ରଙ୍କ ସ୍ମୃତିସଭା

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଅବସର ପ୍ରାପ୍ତ ଶିକ୍ଷକ ଗୈାରାଙ୍ଗ ମିଶ୍ର ଙ୍କ ସ୍ମୃତିକୁ ମନେରଖିବା ପାଇଁ ଏକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭା ଟିକୁ ଘଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସାଧୁଚରଣ ନାୟକ ଙ୍କ ସଭାପତିତ୍ୱ ଉକ୍ତ ସଭାଟି ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ଗୋଲକ ରାଉତ,ସୁରେନ୍ଦ୍ର ମାଝୀ , ହରେକୃଷ୍ଣ ମହାକୁଡ, ଗୟାଧର ଦାସ, କ୍ଷେତ୍ରବାସୀ ଦାଶ,ସନ୍ତୋଷ କୁମାର ଦାଶ,ମଥୁରା ମୋହନ ବେହେରା, ଶିକ୍ଷକ ବିଜୟ କୁମାର ବଳ,ଘଟପୁର୍ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପାଣିଗ୍ରାହୀ , ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ,ଚାନ୍ଦବାଲି ବ୍ଲକର ଉପାଧ୍ୟକ୍ଷ ତଥା ଘଟପୁର ପଂଚାୟତର ସମିତି ସଭ୍ୟ ସରୋଜ ବଳ,ପୂର୍ବତନ ସରପଂଚ ଗଜେନ୍ଦ୍ର ରାୟ,ରବୀନ୍ଦ୍ର ବଳ, ଅବସରପ୍ରାପ୍ତ ସେନାଧିକାରୀ କିଶୋର ବଳ,ଗଜେନ୍ଦ୍ର ନାୟକ,ଅବସରପ୍ରାପ୍ତ ଶିକ୍ଷକ ଖଗେଶ୍ୱର ଦାସ,ପ୍ରତାପ ବଳ, ଅବସରପ୍ରାପ୍ତ ଶିକ୍ଷକ ଆନନ୍ଦ ଚନ୍ଦ୍ର ବଳ,ସୁଶାନ୍ତ ମିଶ୍ର,ହଳଧର ବେହେରା,ଶୁକଦେବ ପଣ୍ଡା, ପ୍ରଣତି ପଣ୍ଡା,।ସ୍ୱର୍ଗତ ଗୌରାଙ୍ଗ ମିଶ୍ର ଙ୍କ ଶିକ୍ଷକ କତା ଜୀବନ ରେ ଛାତ୍ର ଛାତ୍ରୀ ଙ୍କ ର ଆଦରଣୀୟ ବ୍ୟକ୍ତି ଥିଲେ। ଘଟପୁର ଅଂଚଳ ର ଜଣେ ସମାଜ ସେବି,ପର ଉପକାରୀ ବ୍ୟକ୍ତି ଥିଲେ। ସ୍ୱର୍ଗତ ମିଶ୍ରଙ୍କ ବିୟୋଗରେ ସାରା ଅଂଚଳ ରେ ଦୁଃଖ ଛାୟା ଖେଳିଯାଇଛି।ସେ ତାଙ୍କ ଚାକିରି କାଳ ମଧ୍ୟରେ ଜଣେ ସମୟାନୁବର୍ତୀ ଓ ନିଷ୍ଠାପର କର୍ମଚାରୀ ଥିଲେ।