Odiapua.com

ଅବପାତର ରୂପ ନେଲା ଲଘୁଚାପ : ଆସନ୍ତା ୧୨ ଘଣ୍ଚା ମଧ୍ୟରେ ନେବ ବାତ୍ୟାର ରୂପ – ଆସନ୍ତାକାଲି ଉତ୍ତର ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳରେ ପହଞ୍ଚିବ

ଭୁବନେଶ୍ୱର ୩-୧୨ (ଓଡ଼ିଆ ପୁଅ) ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇସାରିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ତୀବ୍ର ହୋଇ ସାମୁଦ୍ରୀକ ଝଡ଼ ଅରେଥାତ୍ ବାତ୍ୟାର ରୂପ ନେବ। ଏହା ଆସନ୍ତା କାଲି ଉତ୍ତର ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳରେ ପହଞ୍ଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।