Odiapua.com

ଅନୁପ ସାଏଙ୍କ ଡ୍ରାଇଭର  କୁ ଉଠାଇନେଲା ଛତିଶଗଡ ପୁଲିସ

ଭୁବନେଶ୍ୱରା୧୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଛତିଶଗଡ ପୁଲିସ ଗତ ୪ବର୍ଷ ପୂର୍ବର ମା-ଝୀଅ  ହତ୍ୟା ମାମଲାରେ ପୋଷ୍ଟମାର୍ଟନ ରିପୋଟ ଆଧାରରେ ତଦନ୍ତ ଜାରି କରି ଦିର୍ଘ ଦିନ ପରେ ଗତ ଦୁଇଦିନ ତଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ପୁର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରି ଏହି ଘଟଣାରେ ଅନ୍ୟ ଅପରାଧିଙ୍କ ଲମ୍ବାଲିଷ୍ଟ ହସ୍ତଗତ କରିଥିଲା ।

 

ଗତ ମଧ୍ୟରାତ୍ରୀରେ ଅନୁପ ସାଏ ଡ୍ରାଇଭର ବର୍ଦ୍ଦନ ଟପ୍ପୋକୁ  ଛତିଶଗଡ ଉଠାଇ ନେଇଥିବା ଜଣାପଡିଛି ।