Odiapua.com

ଅଧା ନଦୀରେ ବୁଡିଲା ଡଙ୍ଗା

ମାଲକାନଗିରି,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ପୁଣି ବୁଡିଲା ଡଙ୍ଗା । ବୁଡି ଫେରିବା ବେଳେ ସାବେରୀ ନଦୀରେ ଡଙ୍ଗା ବୁଡି ୩ ଜଣ ନିଖୋଜ ଅଛନ୍ତି । ଘରକୁ ଫେରିବା ସମୟରେ ନଦୀ ଅଧାରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ତେବେ ସେମାନେ ସମସ୍ତେ ଗୋଟିଏ ଗାଁ ର ହୋଇଥିବା ବେଳେ ୩ ନିଖୋଜଙ୍କୁ ଅଗ୍ନିଶମ ବିଭାଗ ଖୋଜୁଛି ।