Odiapua.com

ଅତ୍ୟାବଶ୍ୟକ ସାମଗ୍ରୀ ଓ ଚିକିତ୍ସା ସରଞ୍ଜାମ ସମେତ ନିୟମିତ ବିମାନ ଯୋଗେ ମାଲ ପରିବହନ ଉତ୍ତର ପୂର୍ବାଞ୍ଚଳକୁ ଜାରି ରହିଛି : ଡ. ଜିତେନ୍ଦ୍ର ସିଂ

ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ଡ. ଜିତେନ୍ଦ୍ର ସିଂ କହିଛନ୍ତି ଯେ, ଲକଡାଉନ ଘୋଷଣା ହେବା ପରଠାରୁ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଜମ୍ମୁ ଓ କଶ୍ମୀର, ଲଦାଖ କେନ୍ଦ୍ର ଶାସିତ ପ୍ରଦେଶ ସମେତ ଦୂରବର୍ତ୍ତୀ ଇଲାକା ଓ ଦ୍ବୀପାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ମାଲବାହୀ ବିମାନରେ ପରିବହନ କରାଯିବାକୁ ନିଷ୍ପତ୍ତି ହୋଇଥିଲା।