Odiapua.com

ଅଠରନଳା ପୋଲ ଉପରେ ଯାତାୟତ ବନ୍ଦ

ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜିଠାରୁ ଅଠରନଳା ପୋଲ ଉପରେ ଯାତାୟତ ବନ୍ଦ କରାଯାଇଛି। ଐତିହ କିର୍ତ୍ତିରାଜ ସୁରକ୍ଷା ଓ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଇଛି। ଏଏସଆଇର ରିପୋର୍ଟ ଆଧାରରେ ଆଜିଠାରୁ ଅଠରନଳାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଗଲା ବୋଲି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା ଜାରୀ ହୋଇଛି।