Odiapua.com

ଅଙ୍ଗନବାଡ଼ି କର୍ମୀଙ୍କୁ ଚାକିରିରୁ ବହିସ୍କାର

ପୁରୀ, ୦୬/୨୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଙ୍ଗନବାଡ଼ି କର୍ମୀ ସଂଧ୍ୟାରାଣୀ ଭଟ୍ଟଙ୍କ ଘରେ ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ତାଙ୍କୁ ଝାଡ଼ପଡ଼ା ଜେଲକୁ ପଠାଇଦିଆଯାଇଥିଲା। ଜିଲ୍ଲା ପ୍ରଶାସନ ଆଜି ତାଙ୍କୁ ଚାକିରିରୁ ବହିସ୍କାର କରିଛନ୍ତି।