Odiapua.com

ଅଗ୍ନିକାଣ୍ଡରେ ୩୨ ମୃତ;ଶତାଧିକ ଆହତ

ନୂଆଦିଲ୍ଲୀ ୮ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦିଲ୍ଲୀର ଏକ ମଣ୍ଡିରେ ଅଗ୍ନିକାଣ୍ଡ ଘଟି ୩୨ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ କର୍ମଚାରୀ ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ଜଣାପଡିଛି । ରାଣୀ ଝାନ୍‌ସି ରୋଡ୍‌ରେ ଅନାଜ ମଣ୍ଡିରେ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାଦଡିଛି ।