Odiapua.com

ଅଁରାରେ ଶ୍ରୀରାମ ମନ୍ଦିରର ଭୁମୀପୂଜନ ଉତ୍ସବ

ହାଟଡ଼ିହି-୧୫ / ୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଁରା ଗ୍ରାମର ଗଡିଆଡି ସାହିରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣାର୍ଥେ ଭୂମୀ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ପଣ୍ଡିତ ବେଣୁଧର ପଣ୍ଡାଙ୍କ ଦ୍ୱାରା ଏହି ଭୁଜନ କରାଯାଇଥିଲା । ସୁଶାନ୍ତ କୁମୁାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ କଳ୍ପତରୁ ଜେନା, ସତ୍ୟବ୍ରତ ଜେନା, ନାରାୟଣ ପରିଡା, ସୁଦର୍ଶନ ଜେନା, ଭାଷ୍କର ଜେନା, ମୋହନ କୁମାର ଖୁଣ୍ଟିଆ, ବିଶ୍ୱନାଥ ପରିଡା, ନିରଞ୍ଜନ ପରିଡା, ରଙ୍ଗଲତା ଜେନା, ସଞ୍ଜୁଲତା ଜେନା, ମଞ୍ଜୁଲତା ଜେନା, ଜୟଶ୍ରୀ ଜେନା, ମିୀନହରି ପରିଡା, ଯୁଦ୍ଧିଷ୍ଠିର ପରିଡା, ଲତା ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶତାଧିକ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ ।