Home ଜିଲ୍ଲା ପରିକ୍ରମା ବେଆଇନ୍ ଗୋ ଚାଲାଣ – ୧୪ ଗୋରୁ ସହ ଭ୍ୟାନ୍ ଜବତ

ବେଆଇନ୍ ଗୋ ଚାଲାଣ – ୧୪ ଗୋରୁ ସହ ଭ୍ୟାନ୍ ଜବତ

116

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଚରମ୍ପା-ବରାଳପୋଖରୀ ଅଂଚଳରେ ବେଆଇନ୍ ଭାବେ ଗୋଚାଲାଣ ହେଉଥିବା ଗୋରୁ ଗାଡି ଜବତ ହୋଇଛି । ଏକ ପିକଅପ ଭ୍ୟାନ୍‌ରେ ୧୪ଟି ଗୋରୁ ବେଆଇନ୍ ଭାବେ ଚାଲାଣ ହେଉଥିବାବେଳେ ବଜରଙ୍ଗ ଦଳର କର୍ମୀମାନେ ପହଞ୍ôଚ ଗୋରୁଗାଡି ଅଟକାଇଥିଲେ । ବେଆଇନ୍ ଭାବେ ଚାଲାଣ ହେଉଥିବା ଗୋରୁ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ଖବର ପାଇ ଭଦ୍ରକ ଟାଉନ୍ ଥାନା ପୁଲିସ୍ ପହଞ୍ôଚ ଗୋରୁ ଗାଡି ଜବତ କରିଛି । ଗୋରୁ ଗୁଡିକ ଉଦ୍ଧାର କରି ଗୋଶାଳାରେ ରଖାଯାଇଥିବାବେଳେ ବେଆଇନ୍ ଭାବେ ଚାଲାଣ ହେଉଥିବା ପିକ୍‌ଅପ୍ ଭ୍ୟାନ୍‌କୁ ପୁଲିସ୍ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.