ହୀରାଟିଏ ହରପ୍ରିୟା: ଦଳ ଚିହ୍ନିଲାନି ତାଙ୍କୁ, ଆପଣଙ୍କୁ ଚିହ୍ନିବ ତ’ .. ?

ଭୁବନେଶ୍ୱର: ଦଳ ପାଇଁ ହୀରାଟିଏ ହରପ୍ରିୟା। ଆଜି ସେ ମୌନ!! ହେଲେ କାହିଁକି? ବିଜେପିର ୩୬ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରେ ବୋଧହୁଏ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ଥିଲା ସବୁଠାରୁ ଆଗରେ। ଦଳୀୟ ସାଙ୍ଗଠନିକ କାର୍ଯ୍ୟ ହେଉ ଅବା ସେବା କାର୍ଯ୍ୟ କିମ୍ବା ଆନ୍ଦୋଳନ, ସବୁଥିରେ ଆଗୁଆ ଥିଲେ ହରପ୍ରିୟା। ପିପିଲି ଉପ- ନିର୍ବାଚନ ପ୍ରଚାର କାର୍ଯ୍ୟରେ ଥିବା ବେଳେ ସେ ହୋଇଗଲେ କୋଭିଡ୍ ଆକ୍ରାନ୍ତ। ଅବସ୍ଥା ଗୁରୁତ୍ୱର ହୋଇଯାଇଥିଲା। ସେଥିରୁ ସେ … Continue reading ହୀରାଟିଏ ହରପ୍ରିୟା: ଦଳ ଚିହ୍ନିଲାନି ତାଙ୍କୁ, ଆପଣଙ୍କୁ ଚିହ୍ନିବ ତ’ .. ?