ବୋଲବମ ଯାତ୍ରାରେ କେବଳ ଭଜନ ହିଁ ବାଜିବ; ଯାତ୍ରା ମାର୍ଗରେ ରହିବନି ମଦ ଦୋକାନ କି କଂସେଇ ଖାନା

ଲକ୍ଷ୍ନୌ: ବୋଲବମ ଯାତ୍ରାରେ କେବଳ ଭଜନ ହିଁ ବାଜି ପାରିବ।ଏପରି ନିର୍ଦ୍ଦେଶ ଜାରି କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, କାଉଡ଼ିଆ ଯାତ୍ରା ସମୟରେ ଡିଜେ କିମ୍ବା ମାଇକ୍ ଉପରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ।କିନ୍ତୁ ସ୍ଥାନୀୟ ଅଧିକାରୀ ଏହା ଅବଶ୍ୟ ସୁନିଶ୍ଚିତ କରିବେ, ଯେ କାଉଡ଼ିଆ ଯାତ୍ରା ସମୟରେ ଯେପରି କେବଳ ଭଜନ ହିଁ ବାଜିବ।ଏହା ସହିତ ଡିଜେର ଶବ୍ଦ ଏପରି ରହିବ ଯେତିକି ସ୍ମୃତି ମଧୁର ଲାଗିବ। #UPCM … Continue reading ବୋଲବମ ଯାତ୍ରାରେ କେବଳ ଭଜନ ହିଁ ବାଜିବ; ଯାତ୍ରା ମାର୍ଗରେ ରହିବନି ମଦ ଦୋକାନ କି କଂସେଇ ଖାନା