ଆଜି ଭାରତ – ଇଂଲଣ୍ଡ ମୁକାବିଲା: ପାକିସ୍ଥାନ ଚାହୁଁଛି ଭାରତ ଜିତୁ! କ’ଣ ଭାରତ ଚାହିଁବ ହାରିବାକୁ?

ନୂଆଦିଲ୍ଲୀ:ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା।ଭାରତ ଅପେକ୍ଷା ଇଂଲଣ୍ଡ ପାଇଁ ମ୍ୟାଚ ଜିତିବା ଗୁରୁତ୍ୱପୂର୍ଣ୍ଣ।କାରଣ ଇଂଲଣ୍ଡ ଯଦି ଏହି ମ୍ୟାଚ ହାରିଯାଏ,ତେବେ ସେମି ଫାଇନାଲକୁ ଯିବାରେ ତା’ ପାଇଁ ଏହା ବାଧକ ହେବ।କିନ୍ତୁ ଭାରତ ଏହି ମ୍ୟାଚ ହାରିଲେ ମଧ୍ୟ ତା’ର ସେମି ଫାଇନାଲକୁ ଯିବାରେ କୌଣସି ଅସୁବିଧା ନାହିଁ।ଭାରତ ଏ’ ପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳି ୫ଟିରେ ଜିତିପାରିଛି।ଗୋଟିଏ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଛି। ଏବଂ ଭାରତ + ୧.୧୬୦ରେ ୧୧ ପଏଣ୍ଟ … Continue reading ଆଜି ଭାରତ – ଇଂଲଣ୍ଡ ମୁକାବିଲା: ପାକିସ୍ଥାନ ଚାହୁଁଛି ଭାରତ ଜିତୁ! କ’ଣ ଭାରତ ଚାହିଁବ ହାରିବାକୁ?