ଆଗ ମାଟି,ପରେ ପାର୍ଟି;ଏଇଠି ଜନ୍ମ ଏଇଠି ମରଣ:ଦିଲ୍ଲୀପ ରାୟ

ଭୁବନେଶ୍ୱର:”ଆଗ ମାଟି ପରେ ପାର୍ଟି”।ଏଇଠି ଜନମ ଏଇଠି ମରଣ।ଏଇ ରାଉରକେଲା ମାଟିରେ ଜନ୍ମ ନେଇଛି,ଦିନେ ଏଇ ରାଉରକେଲା ମାଟିରେ ହିଁ ମରିବି।ପାର୍ଟି,ବିଧାୟକ,ମନ୍ତ୍ରୀ ହେବା କିମ୍ବା ରାଜନୀତି ମୋର ପ୍ରାଥମିକତା ନୁହଁ।ରାଉରକେଲା ପାଇଁ କିଛି କରିବା ମୋର ଉଦ୍ଦେଶ୍ୟ।ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ପାରିବିନି।ତେଣିକି ଆବଶ୍ୟକ ପଡ଼ିଲେ ବାଧ୍ୟ ହୋଇ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବି।”ଏପରି କହିଛନ୍ତି ରାଉରକେଲା ବିଜେପି ବିଧ୍ୟାୟକ ଦିଲ୍ଲୀପ ରାୟ। ଦିଲ୍ଲୀପ ରାୟ ବିଜେପିର କାର୍ଯ୍ୟଧାରା ଉପରେ ଅସନ୍ତୁଷ୍ଟ ଅଛନ୍ତି।ରାଜ୍ୟ ବିଜେପିର ନେତୃତ୍ୱଙ୍କ … Continue reading ଆଗ ମାଟି,ପରେ ପାର୍ଟି;ଏଇଠି ଜନ୍ମ ଏଇଠି ମରଣ:ଦିଲ୍ଲୀପ ରାୟ