ଧାମନଗର ଯିବାକୁ ମତେ ହୋଇଛି ମନା ..

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ଉପ- ନିର୍ବାଚନକୁ ନେଇ ଏବେ ଓଡ଼ିଶା ରାଜନୀତି ସରଗରମ। ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ପରେ ଦଳିତ ବର୍ଗ ପାଇଁ ସଂରକ୍ଷିତ ଏହି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଯାଉଛି ଉପ- ନିର୍ବାଚନ। ବିଜେଡି, ବିଜେପି ଏବଂ କଂଗ୍ରେସ ସମେତ ଜଣେ ସ୍ୱାଧୀନ ପାର୍ଥିଙ୍କୁ ନେଇ ରାଜନୀତି ଏବେ ସରଗରମ। ବିଜେଡିରୁ ଟିକେଟ୍ ଆଶାୟୀ ଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଟିକେଟ୍ ନପାଇବା ପରେ … Continue reading ଧାମନଗର ଯିବାକୁ ମତେ ହୋଇଛି ମନା ..