କି’ଏ ହେବ ବିଜେପି ରାଜ୍ୟ ସଭାପତି? କସରତ ଆରମ୍ଭ: ମୂଳ କଣ୍ଟା ତ’ ହଟିଯାଇଛି!

ଭୁବନେଶ୍ୱର: କି’ଏ ହେବ ବିଜେପିର ଆଗାମୀ ରାଜ୍ୟ ସଭାପତି?କସରତ ଆରମ୍ଭ ହୋଇଗଲାଣି।ରାଷ୍ଟ୍ରୀୟ ସଭାପତି ପରିବର୍ତ୍ତନ ପୂର୍ବରୁ ରାଜ୍ୟ ସଭାପତି ଗୁଡ଼ିକ ପରିବର୍ତ୍ତନ ହେବେ।ଏବଂ ରାଜ୍ୟ ସଭାପତି ଚୟନ ପୂର୍ବରୁ ବିଭିନ୍ନ ଜିଲ୍ଲା ସଭାପତି ଏବଂ ମଣ୍ଡଳ, ଜୋନ, ଆଦି ସଭାପତି ଚୟନ ହେବେ।ସାରା ଦେଶରେ ଏହା ହେବ।ଏବଂ ସେହି ପ୍ରକ୍ରିୟା ଓଡ଼ିଶାରେ ମଧ୍ୟ ହେବ।ଏବଂ ତା’ର ପ୍ରାରମ୍ଭିକ କସରତ ଜୁଲାଇ ୬ରୁ ଆରମ୍ଭ ହୋଇଯାଇଛି “ସଦସ୍ୟତା ଅଭିଯାନ” ମାଧ୍ୟମରେ। ତେବେ କେଉଁ ଆଧାରରେ ଏହି ସାଙ୍ଗଠନିକ ନିର୍ବାଚନ … Continue reading କି’ଏ ହେବ ବିଜେପି ରାଜ୍ୟ ସଭାପତି? କସରତ ଆରମ୍ଭ: ମୂଳ କଣ୍ଟା ତ’ ହଟିଯାଇଛି!