କିଏ ଚୟନ କଲା ବିରୋଧୀ ଦଳ ନେତା? କେନ୍ଦ୍ର ନେତୃତ୍ୱ, ରାଜ୍ୟ ନେତୃତ୍ୱ, ନିର୍ବାଚିତ ବିଧାୟକ ନାଁ ନବୀନ?

ଭୁବନେଶ୍ୱର: ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକ ହୋଇଛନ୍ତି ବିରୋଧୀ ଦଳ ନେତା।କିନ୍ତୁ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ବିଧାୟକ ଦଳ ନେତା ହେବେ ବୋଲି ଆଲୋଚନା ହୋଇ ଆସୁଥିଲା।ତେବେ ଶେଷ ସମୟରେ ପରିବର୍ତ୍ତନ ହେଲା କାହିଁକି?କିଏ ଚୟନ କଲା ବିରୋଧୀ ଦଳ ନେତା?କେନ୍ଦ୍ର ନେତୃତ୍ୱ, ରାଜ୍ୟ ନେତୃତ୍ୱ, ନିର୍ବାଚିତ ବିଧାୟକ ନାଁ ନବୀନ ପଟ୍ଟନାୟକ? “ତାଳି” ମାରିବା ମନା! କିନ୍ତୁ; କାହିଁକି? କାହିଁକି ତାଳି ମାରିବାକୁ ବାରଣ କଲେ ଅପରାଜିତା? ଡବଲ ଇଞ୍ଜିନ୍: ଆପଣମାନେ … Continue reading କିଏ ଚୟନ କଲା ବିରୋଧୀ ଦଳ ନେତା? କେନ୍ଦ୍ର ନେତୃତ୍ୱ, ରାଜ୍ୟ ନେତୃତ୍ୱ, ନିର୍ବାଚିତ ବିଧାୟକ ନାଁ ନବୀନ?