ଜିତିଲେ; ଯାହାର କେନ୍ଦ୍ରମନ୍ତ୍ରୀ ହେବାର ସମ୍ଭାବନା

ଭୁବନେଶ୍ୱର:ନିର୍ବାଚନ ଲଢେ଼ଇ ଏବେ ଚରମ ସୀମାରେ।ବିଜେଡି ବିଧାନସଭା ବାଦେ ୨୧ରୁ ୨୧ ସାଂସଦ କଥା କହୁଛି।ବିଜେପି ବି ୨୧ ସହିତ ୧୨୦, ଡବଲ ଇଞ୍ଜିନ କଥା କହୁଛି।ତେବେ ସେ ଯାହା ହେଉ,କେନ୍ଦ୍ର ବିଜେପି ପାଇଁ ୨୧ ଲୋକସଭା କଥା ବଡ଼।ଏହି ୨୧ ଲୋକସଭା ଆସନ ମଧ୍ୟରୁ କେତେକ ସ୍ଥାନରେ ବିଜେପି କେତେଜଣ ହେଭିୱେଟ୍ ପାର୍ଥି ଉତାରିଛି।ତା’ ଭିତରେ କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା,ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ,କଟକରୁ ପ୍ରକାଶ ମିଶ୍ର,ପୁରୀରୁ ସମ୍ବିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ,କନ୍ଧମାଳରୁ ଐର ଖାରବେଳ … Continue reading ଜିତିଲେ; ଯାହାର କେନ୍ଦ୍ରମନ୍ତ୍ରୀ ହେବାର ସମ୍ଭାବନା