ହ୍ଵାଟ୍ସଆପ ଆଣିବାକୁ ଯାଉଛି କିଛି ନୂଆ ଫିଚର୍

ନୂଆଦିଲ୍ଲୀ: ଆମ ଭିତରେ ହୁଏତ ଏମିତି କେହି ଥିବ, ଯାହା ପାଖରେ ସ୍ମାର୍ଟ ଫୋନ ଥିବ ଏବଂ ସେ ହ୍ଵାଟ୍ସଆପ ବ୍ୟବହାର କରୁନ’ଥିବ।ହ୍ଵାଟ୍ସଆପର ପପୁଲାର ହେବା ଭିତରେ ଗୋଟେ ବଡ଼ କାରଣ ହେଲା ସେ ସମୟକୁ ସମୟ ଅପଡେଟ୍ ଆଣୁଛି।ଏବେ ହ୍ଵାଟ୍ସଆପ ଏପରି କିଛି ଫିଚର୍ ଆଣିବାକୁ ଯାଉଛି, ଯାହା ୟୁଜର୍ସଙ୍କୁ ଆହୁରୀ ଖୁସି କରାଇଦେବ। କ୍ୟୁଆର କୋର୍ଡ଼ – କ୍ୟୁଆର କୋର୍ଡ଼ ସ୍କ୍ରିନିଂରୁ କୌଣସି କଣ୍ଟାକ୍ଟକୁ ଫୋନରେ ଯୋଡ଼ିବା ସହଜ ହୋଇଯିବ।ଏହି ଫିଚର୍ ଆସିବା ପରେ … Continue reading ହ୍ଵାଟ୍ସଆପ ଆଣିବାକୁ ଯାଉଛି କିଛି ନୂଆ ଫିଚର୍