ବିଜେପି ଯୁବା ନେତ୍ରୀଙ୍କ ଆପତ୍ତିଜନକ ଭାଇରାଲ୍ ଫଟୋ ..

ନୂଆଦିଲ୍ଲୀ: ନିକଟରେ ବିଜେପିର ଜଣେ ଯୁବା ନେତ୍ରୀଙ୍କୁ ସୋସିଆଲ ମିଡିଆ ଅପବ୍ୟବହାରର ଶିକାର ହେବାକୁ ପଡିଥିଲା। ଅଭିଯୋଗ ଅନୁଯାୟୀ ଏସପି, କଂଗ୍ରେସ ଏବଂ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକ ଫେସବୁକରେ ଜଣେ ବିଜେପି ମହିଳା ଯୁବା ନେତ୍ରୀଙ୍କ ବିବାଦୀୟ ଫଟୋ ଭାଇରାଲ୍ କରିଥିଲେ। ଦିଲ୍ଲୀ ଆଇଟି ସେଲ୍ କୋ- କନ୍ଭେନର (ଯୁଗ୍ମ- ସଂଯୋଜିକା) ଅପୂର୍ଭା ସିଂ ଅଭିଯୋଗ କରିଥିଲେ ଯେ, କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ କିଛି ଲୋକ ଜଣେ ଅହିହ୍ନା ଝିଅର … Continue reading ବିଜେପି ଯୁବା ନେତ୍ରୀଙ୍କ ଆପତ୍ତିଜନକ ଭାଇରାଲ୍ ଫଟୋ ..