ଆମେରିକା: କରୋନା ଆତଙ୍କ ଭିତରେ ଆଉ ଏକ ଭୟଙ୍କର ବିପର୍ଯ୍ୟୟର ଚେତାବନୀ ..

ଭୁବନେଶ୍ୱର: କରୋନା ଭୂତାଣୁ ମହାମାରୀ ଆତଙ୍କ ଭିତରେ ଆଉ ଏକ ବିପର୍ଯ୍ୟୟର ସତର୍କ ସୂଚନା ଜାରି କରିଛନ୍ତି ଆମେରିକାର ବୈଜ୍ଞାନିକ। ସମଗ୍ର ବିଶ୍ୱ ଏବେ କରୋନା ଭୂତାଣୁ ଆତଙ୍କ ଯୋଗୁଁ ଅନେକ ଦେଶର ଚିନ୍ତା ବଢ଼ାଇ ଦେଇଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସବୁଠାରୁ ବିପଜ୍ଜନକ ପର୍ଯ୍ୟାୟର ସମ୍ମୁଖୀନ ହେଉଛି। ଆମେରିକାରେ କରୋନା ଭୂତାଣୁ ଆକ୍ରାନ୍ତରେ ୫୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟି ସାରିଥିବା ବେଳେ ତିନି ଦିନ ତଳେ ଆସିଥିବା ବାତ୍ୟା ଏବଂ … Continue reading ଆମେରିକା: କରୋନା ଆତଙ୍କ ଭିତରେ ଆଉ ଏକ ଭୟଙ୍କର ବିପର୍ଯ୍ୟୟର ଚେତାବନୀ ..