ଓଡ଼ିଶା ବିଜେପିର ଦୁଇ ବିଶୃଙ୍ଖଳିତ ନେତା: ଧର୍ମେନ୍ଦ୍ର ଆଉ ଅପରାଜିତା!

ଭୁବନେଶ୍ୱର: ଯଦି ଓଡ଼ିଶା ବିଜେପିରେ କେହି ସବୁଠାରୁ ଅଧିକ ବିଶୃଙ୍ଖଳିତ ନେତାନେତ୍ରୀ ଆଦି ଥାଆନ୍ତି, ତେବେ ସେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ଦୁଇ ନେତା ଆଉ ନେତ୍ରୀ ନିଜକୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରାଇବାକୁ ଯାଇ ଦଳ ଭିତରେ ଗୋଷ୍ଠୀବାଦ ସୃଷ୍ଟି କରୁଛନ୍ତି। ଏମିତିରେ ଓଡ଼ିଶା ବିଜେପିରେ ଗୋଷ୍ଠୀବାଦର ଜନକ ଧର୍ମେନ୍ଦ୍ରଙ୍କୁ କୁହାଯାଉଥିବା ବେଳେ ଅପରାଜିତାଙ୍କୁ ଗୋଷ୍ଠୀବାଦର ପାଳକ କୁହାଯାଇ ପାରେ। ସିଏମ୍ ହେବା ଚକରରେ ଏମାନଙ୍କ … Continue reading ଓଡ଼ିଶା ବିଜେପିର ଦୁଇ ବିଶୃଙ୍ଖଳିତ ନେତା: ଧର୍ମେନ୍ଦ୍ର ଆଉ ଅପରାଜିତା!