ad
ଓଡ଼ିଶା

ମୁରଲୀ ମନୋହରଙ୍କୁ ବିଜେପି ମହାସଚିବ ନର୍ବାଚନ ନଲଢିବେ ବୋଲି ପାଟି ଅଫିସରେ ଘୋଷଣା କରିବାକୁ କହିଲେ

ନୂଆଦିଲ୍ଲୀ ୨୬ା୩ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଭାରତୀୟ ଜନତା ପାର୍ଟିର ୭୫ ବର୍ଷରୁ ଅଧିକ ବର୍ଷର ନେତାଙ୍କୁ ଦଳୀୟ ଟିକେଟ ମିଳିବ ନାହିଁ ଫରମୁଲାରେ ଲାଲକୃଷ୍ଣ ଆଡୱାନୀଙ୍କ ପରେ ମୁରଲୀ ମନୋହର ଜୋଶୀଙ୍କ ଟିକେଟ କଟାଯାଇଛି। କେନ୍ଦ୍ରୀୟ ବିଜେପିର ମହାସଚିବ ରାମଲାଲ ପାର୍ଟି କାର୍ଯ୍ୟାଳୟରେ ମୁରଲୀ ମନୋହର ନିର୍ବାଚନରେ ମୁଁ ପ୍ରତିଦ୍ୱନ୍ଦୀତା କରିବି ନାହିଁ ବୋଲି ଘୋଷଣା କରିବାକୁ ନିର୍ଦେଶ ଦେଇ ଏହା ପାର୍ଟିର ବିଚାର ଧାରା ବୋଲି କହିଛନ୍ତି। କିନ୍ତୁ ରାମଲାଲଙ୍କୁ ମୁରଲି ମନୋହର ଏପରି ଘୋଷଣା କରିବାକୁ ମନା କରିଦେଇଛନ୍ତି। ଏହା ସହ ମୁରଲୀ ମନୋହର କାନପୁର ସଂସଦୀୟ କ୍ଷେତ୍ରର ଭୋଟରମାନଙ୍କୁ ଏକ ଚିଠିଲେଖି ବିଜେପିର ବୟସ୍କଙ୍କ ଉପରେ ଲଗାମ ସଂପର୍କରେ ଅବଗତ କରାଇଛନ୍ତି। ଏହି ଘଟଣା ପରେ ମୁରଲୀ ମନୋହର ବିଜେପି ଉପରେ ଖପା ଥିବା ଜଣାପଡଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top