ଆଜି ଆପଣଙ୍କ କାମର ଶେଷ ଦିନ; ୩ ମିନିଟରେ ଚାଲିଗଲା ୩୦୦୦ରୁ ଉର୍ଦ୍ଧ୍ଵ ଚାକିରୀ

ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀ ଏବଂ ଲକ୍ ଡାଉନ୍ ଲୋକଙ୍କ ଜୀବନ ସହିତ ଲୋକଙ୍କ ଚାକିରୀ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି। ଏଭଳି ପରିସ୍ଥିତି ଭିତରେ ଆଗାମୀ ଦିନରେ ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ଉପରେ ସଙ୍କଟ ଦେଖାଦେଇଛି। ଏବେଠାରୁ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ଜୁମ୍ ଆପରେ ଏକ ମିଟିଂରେ ୩୦୦୦ରୁ ଉର୍ଦ୍ଧ୍ଵ କର୍ମଚାରୀ ମାତ୍ର ୩ ମିନିଟରେ ସେମାନଙ୍କ ଚାକିରୀ ହରାଇଛନ୍ତି। ଅନଲାଇନ୍ କ୍ୟାବ୍ ସେବା ଯୋଗାଉଥିବା ଉବର ଗୋଟିଏ ଝଟକାରେ … Continue reading ଆଜି ଆପଣଙ୍କ କାମର ଶେଷ ଦିନ; ୩ ମିନିଟରେ ଚାଲିଗଲା ୩୦୦୦ରୁ ଉର୍ଦ୍ଧ୍ଵ ଚାକିରୀ