ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଛି। ଏହା ଯୋଗୁଁ ସମସ୍ତ କାରଖାନା ଏବଂ ଦୋକାନ ଆଦି ବନ୍ଦ ରହିଛି। ଦୂତିୟ ପର୍ଯ୍ୟାୟ ଲକଡାଉନ୍ ସମାପ୍ତ ହେବା ପରେ ନିୟମରେ କିଛିଟା କୋହଳ କରାଗଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ ବିହାର ସରକାର ମଧ୍ୟ କିଛିଟା କୋହଳ ଘୋଷଣା କଲେ। ଏହାପରେ ଡିଏମଙ୍କ ନିର୍ଦ୍ଦେଶରେ ବିହାରର ବିଭିନ୍ନ ଜିଲ୍ଲାରେ କିଛି ଦୋକାନ ଖୋଲିଲା। ତେବେ … Continue reading ଲକ୍ ଡାଉନ୍ ଯୋଗୁଁ ବନ୍ଦ୍ ଥିଲା ଦୋକାନ; ଯେବେ ସଟର୍ ଖୋଲିଲେ ମାଲିକ, ଯୁଆଡ଼େ ଦେଖିଲେ ସାପ: ଆପଣ ମଧ୍ୟ ରୁହନ୍ତୁ ସତର୍କ ..
Copy and paste this URL into your WordPress site to embed
Copy and paste this code into your site to embed