ପବିତ୍ର ରମଜାନ୍ ମାସ ଏବଂ ତାର ମହତ୍ତ୍ୱ.. (رمضان کا مقدس مہینہ)

(ଶାନ୍ତି,ମୈତ୍ରୀ,ସୌହାର୍ଦ୍ଦ୍ୟ ଭାବ ତଥା ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବା ରୋଜା ଓ ରମଜାନ ମାସର ବୈଶିଷ୍ଟ୍ୟତା) ରମଜାନ୍ ମାସ ମୁସଲିମ୍ ସଂପ୍ରଦାୟର ଅତି ପବିତ୍ର ମାସ। ଆରବୀ ଶବ୍ଦ ରମଜାନର ଆକ୍ଷରିକ ଅର୍ଥ ହେଲା ଜଳିଯିବା (ଯେଉଁ ମାସରେ ଧର୍ମ କର୍ମ ଦ୍ୱାରା ପାପ ରାଶି ଜଳିଯାଏ)। ଇସଲାମ୍ ଧର୍ମର ହିଜରୀ କ୍ୟାଲେଣ୍ଡର ଅନୁସାରେ ରମଜାନ୍ ମାସ ହେଉଛି ବର୍ଷର ନବମ ମାସ। ଏହା ସାବାନର ପରବର୍ତ୍ତୀ ଓ ସବାଲ୍‌ର ପୂର୍ବବର୍ତ୍ତୀ ମାସ। ଏହି ପବିତ୍ର ମାସ … Continue reading ପବିତ୍ର ରମଜାନ୍ ମାସ ଏବଂ ତାର ମହତ୍ତ୍ୱ.. (رمضان کا مقدس مہینہ)