ଶ୍ରଦ୍ଧାଞ୍ଜଳୀ: ଜୀବନ ଯୁଦ୍ଧରେ ହାରିଗଲେ ସୁବାସ ଚୌହାନ

ଭୁବନେଶ୍ୱର: ଜୀବନ ଯୁଦ୍ଧରେ ହାରିଗଲେ ସୁବାସ ଚୌହାନ। ୧୦ ତାରିଖ (ରବିବାର), ଆଜି ସକାଳ ୩:୦୫ ସମୟରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୧୯୬୬ ମସିହାରେ ଜନ୍ମିତ ସୁବାସ ଚୌହାନଙ୍କୁ ମୃତ୍ୟୁ ବେଳକୁ ୫୪ ବର୍ଷ ହୋଇଥିଲା। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା ୱେଷ୍ଟନ ଓଡ଼ିଶା ଡେଭଲପମେଣ୍ଟ କାଉନ୍ସିଲ୍ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ସୁବାସ ଚୌହାନ କିଛି ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସାଧିନ ଥିଲେ। ଜଣ୍ଡିସ ପରେ ତାଙ୍କୁ … Continue reading ଶ୍ରଦ୍ଧାଞ୍ଜଳୀ: ଜୀବନ ଯୁଦ୍ଧରେ ହାରିଗଲେ ସୁବାସ ଚୌହାନ