ଦକ୍ଷ ସଙ୍ଗଠକ : ସୁବାସ ଚୌହାନ

ଭୁବନେଶ୍ୱର:ଦକ୍ଷ ସଙ୍ଗଠକ,ସୁବାସ ଚୌହାନ।ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ରେ ଯୋଗ ଦେବା ପରେ ସେ ଜଣେ ପୂର୍ଣ୍ଣ କାଳୀନ କାର୍ଯ୍ୟକର୍ତ୍ତା ଭାବରେ ସଂଘର ପ୍ରଚାରକ ଭାବରେ କାମ କରିଥିଲେ।ସଂଘର ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗ ସମାପ୍ତ କରିଥିବା ସୁବାସ ୧୯୯୫ ମସିହାରୁ ୨୦୦୦ ଯାଏଁ ହିନ୍ଦୁ ଜାଗରଣ ମଞ୍ଚର ରାଜ୍ୟ ସଭାପତି ରୂପେ ଦାୟିତ୍ୱ ତୁଲାଇ ଥିଲେ।୨୦୦୦ରୁ ୨୦୦୩ ପର୍ଯ୍ୟନ୍ତ ସହ ପ୍ରାନ୍ତ ପ୍ରଚାର ପ୍ରସାର ପ୍ରମୁଖ ଭାବରେ ଦାୟିତ୍ୱରେ ଥିଲେ।ସେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟର ପ୍ରାନ୍ତ … Continue reading ଦକ୍ଷ ସଙ୍ଗଠକ : ସୁବାସ ଚୌହାନ