ଧର୍ମାନ୍ତରୀକରଣକୁ ନେଇ ଉତ୍ତେଜନା: ଢେଲା ମାଡ଼ରେ ଏସପିଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁରର ଜିଲ୍ଲାର ବାରଖାପରା ଅଞ୍ଚଳରେ ଧର୍ମାନ୍ତରୀକରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ବେଳେ ଘଟଣାକୁ ଆୟତ କରିବାକୁ ଯାଇଥିବା ଏସପି ଆକ୍ରମଣର ଶୀକାର ହୋଇଛନ୍ତି। ଢେଲା ମାଡ଼ରେ ଏସପିଙ୍କ ମୁଣ୍ଡ ଫାଟିଛି। ଏସପି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ସ୍ଥାନୀୟ ଆଦିବାସୀଙ୍କୁ ବଳପୂର୍ବକ ଖ୍ରୀଷ୍ଟଧର୍ମରେ ସାମିଲ୍ କରାଯାଉଥିବା ଅଭିଯୋଗ ହୋଇଥିଲା। ଅନ୍ୟ ଧର୍ମରେ ସାମିଲକୁ ଆଦିବାସୀ ବିରୋଧ କରିଥିଲେ। ଚର୍ଚ୍ଚରେ ଏକାଧିକ ଆଦିବାସୀଙ୍କୁ ଏକାଠି ପରେ ଉତ୍ତେଜନା … Continue reading ଧର୍ମାନ୍ତରୀକରଣକୁ ନେଇ ଉତ୍ତେଜନା: ଢେଲା ମାଡ଼ରେ ଏସପିଙ୍କ ମୁଣ୍ଡ ଫାଟିଲା