ଥୁମ୍ପୁଛି ମୁଁ, ତୁମ ମୁହଁରେ: କଂଗ୍ରେସ ନେତ୍ରୀ ଅଳକା ଲାମ୍ବା

ନୂଆଦିଲ୍ଲୀ: ବିବାଦୀୟ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ପୁଣି ବିବାଦରେ। ନିଜକୁ ପ୍ରଚାର ଭିତରେ ରଖିବା ପାଇଁ ସେ ଜାଣିଶୁଣି ବିବାଦ ସୃଷ୍ଟି କରୁଥିବା ଅନୁଭବ ହେଉଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଉନ୍ନାଓର ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗର ଜେଲରୁ ମୁକ୍ତି ପାଇଥିବା ନେଇ ଅଲକା ଲାମ୍ବା ଏକ ମିଛ ଟ୍ୱିଟ୍ କରିଥିଲେ। ଏଥିରେ ସେ କୁଲଦୀପ ଜେଲରୁ ମୁକ୍ତି ପାଇଥିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ … Continue reading ଥୁମ୍ପୁଛି ମୁଁ, ତୁମ ମୁହଁରେ: କଂଗ୍ରେସ ନେତ୍ରୀ ଅଳକା ଲାମ୍ବା