ସୋସିଆଲ ମିଡିଆ ସହ ଆଧାର ଲିଙ୍କ: ଏବେ ଜଣାପଡ଼ିବ ଆଞ୍ଜେଲ ପ୍ରିୟା ସୁକୁଟି ସାହୁ ବୋଲି!

ଭୁବନେଶ୍ୱର: ଓଡ଼ିଆରେ ଗୋଟେ ଗୀତ ଥିଲା, “ଥରେ ଆଧାର କାର୍ଡ ଲିଙ୍କ ହେଉ ଫେସବୁକରେ ଖାଲି, ତେବେ ଜଣାପଡ଼ିବ ଆଞ୍ଜେଲ ପ୍ରିୟା ସୁକୁଟି ସାହୁ ବୋଲି”।ଗୀତଟି ଖୁବ୍ ହିଟ୍ ହେଇଥିଲା।ତେବେ, ଏବେ ବୋଧେ ଏହି ଗୀତଟିର କଥା ସତ ହେବାକୁ ଯାଉଛି।ଫେସବୁକ ସହ ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ସହ ଆଧାର ଲିଙ୍କ ଜରୁରୀ ହୋଇପାରେ। ସୋସିଆଲ ମିଡିଆ ମାଧ୍ୟମରେ ମିଥ୍ୟା ଖବର, ଅଶ୍ଳୀଳ ଫଟୋ, ଭିଡିଓ ଏବଂ ରାଷ୍ଟ୍ର ବିରୋଧୀ ଲେଖା ଆଖି ପିଛୁଳାକେ ଭାଇରାଲ … Continue reading ସୋସିଆଲ ମିଡିଆ ସହ ଆଧାର ଲିଙ୍କ: ଏବେ ଜଣାପଡ଼ିବ ଆଞ୍ଜେଲ ପ୍ରିୟା ସୁକୁଟି ସାହୁ ବୋଲି!