ରୁକ୍ମିଣୀ ବିବାହ; ରୁକ୍ମିଣୀ ହରଣ ଏକାଦଶୀ: କିପରି ହୋଇଥିଲା ରୁକ୍ମିଣୀଙ୍କ ହରଣ ..
ଭଗବାନ ଶ୍ରୀକୃଷ୍ଣଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ହିନ୍ଦୁ ପୌରାଣିକ ମତରେ ରୁକ୍ମିଣୀ ବିବାହ ବା ରୁକ୍ମିଣୀ ହରଣ ଏକାଦଶୀ ନାମରେ ଖ୍ୟାତ। ଏହି ପୌରାଣିକ ଘଟଣାର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ କୃଷ୍ଣ ମନ୍ଦିର ଗୁଡ଼ିକରେ ଏହି ବିବାହ ଉତ୍ସବ ପାଳନ ହୋଇଥାଏ। ପୁରୀ ଶ୍ରୀମନ୍ଦିରରେ ମଧ୍ୟ ରୁକ୍ମିଣୀ ବିବାହ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ। ଦ୍ୱାରକାର ନୃପତି ପ୍ରଭୁ ଶ୍ରୀକୃଷ୍ଣଙ୍କର ଷୋଳ ସହସ୍ର ଏକ ଶହ ରାଣୀଙ୍କ ସହିତ … Continue reading ରୁକ୍ମିଣୀ ବିବାହ; ରୁକ୍ମିଣୀ ହରଣ ଏକାଦଶୀ: କିପରି ହୋଇଥିଲା ରୁକ୍ମିଣୀଙ୍କ ହରଣ ..
Copy and paste this URL into your WordPress site to embed
Copy and paste this code into your site to embed