ମଇ ୧୨ ରୁ ଜୁନ୍ ୧୦ ସଂଘ ପ୍ରଶିକ୍ଷଣ ବର୍ଗ ..

ଭୁବନେଶ୍ୱର/କଟକ: ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆରଏସ୍ଏସ୍) ଦୃଷ୍ଟିକୋଣରେ ସଂଘ ଶିକ୍ଷା ବର୍ଗ ସଂଘର ସ୍ବୟଂ ସେବକ ମାନଙ୍କ ନିମନ୍ତେ ସାଧନାର କ୍ଷେତ୍ର ଅଟେ। କାର୍ଯ୍ୟକର୍ତ୍ତା ନିର୍ମାଣ ନିମନ୍ତେ ସଂଘ ଶିକ୍ଷା ବର୍ଗର ଭୂମିକା ସଂଘ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ। ‘ସଂଘ ଶିକ୍ଷା ବର୍ଗ’ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଏକ ବାର୍ଷିକ ତଥା ଅନିର୍ବାଯ୍ୟ କାର୍ଯ୍ୟକ୍ରମ। ଚଳିତ ବର୍ଷ ଓଡ଼ିଶା ପୂର୍ବ ପ୍ରାନ୍ତର ଶିକ୍ଷାର୍ଥୀ ମାନଙ୍କ ପାଇଁ ପୂର୍ବ ପ୍ରାନ୍ତ ପ୍ରଥମ ବର୍ଷ (ସାମାନ୍ୟ) … Continue reading ମଇ ୧୨ ରୁ ଜୁନ୍ ୧୦ ସଂଘ ପ୍ରଶିକ୍ଷଣ ବର୍ଗ ..