ଓଡ଼ିଶା ବିଜେପି ହେବ ଆରଏସଏସ ମୁକ୍ତ: “ଟୁକୁଡ଼େ ଟୁକୁଡ଼େ” ଗ୍ୟାଙ୍ଗ, ମୋଦିଙ୍କ ପୋଷ୍ଟରକୁ ଜୋତାରେ ପିଟିଥିବା ବ୍ୟକ୍ତି ଏବେ ବିଜେପିର ସାଥି!

ଭୁବନେଶ୍ୱର:ଭାରତ ତେରେ ଟୁକୁଡ଼େ ହୋଙ୍ଗେ ଇନ୍ସା ଆଲ୍ଲା ଇନ୍ସା ଆଲ୍ଲା, କାଶ୍ମୀର ମାଙ୍ଗେ ଆଜାଦି, ହମେ ଚାହିଏ ଆଜାଦି, ଆରଏସଏସ ସେ ଆଜାଦି।ଭାରତ ଆରଏସଏସ ମୁକ୍ତ ହେବା ଉଚିତ!ମୋଦୀ ସିନା କଂଗ୍ରେସ ମୁକ୍ତ ଭାରତ କଥା କହୁଛନ୍ତି।କିନ୍ତୁ ଏହି “ଟୁକୁଡ଼େ ଟୁକୁଡ଼େ” ଗ୍ୟାଙ୍ଗ ଏବଂ ତାଙ୍କ ସାଥି କଂଗ୍ରେସ, ଟିଏମସି, ମାୟାବତୀ, ବାମପନ୍ଥୀ ଆଦି ଚାହାଁନ୍ତି ଆରଏସଏସ (ସଂଘ) ମୁକ୍ତ ଭାରତ।ସେମାନଙ୍କ ଇଚ୍ଛା କେତେ ପୂରଣ ହୋଇପାରୁଛି, ତାହା ତ’ ପର କଥା।ଓଡ଼ିଶାରେ କିନ୍ତୁ ଆରଏସଏସ ମୁକ୍ତ … Continue reading ଓଡ଼ିଶା ବିଜେପି ହେବ ଆରଏସଏସ ମୁକ୍ତ: “ଟୁକୁଡ଼େ ଟୁକୁଡ଼େ” ଗ୍ୟାଙ୍ଗ, ମୋଦିଙ୍କ ପୋଷ୍ଟରକୁ ଜୋତାରେ ପିଟିଥିବା ବ୍ୟକ୍ତି ଏବେ ବିଜେପିର ସାଥି!