ପାକିସ୍ଥାନ ବନାମ ଆଫଗାନିସ୍ଥାନ ମ୍ୟାଚରେ ଦଙ୍ଗା: ବେଲୁଚିସ୍ଥାନ ସ୍ୱାଧୀନତା ପ୍ରସଙ୍ଗ ବିଶ୍ୱ କପରେ!

ହେଡିଂଲି: ବିଶ୍ବକପ୍‌​ରେ ‌ଶନିବାର ଦୁଇ ପଡ଼ୋଶୀ ଆଫ୍‌ଗାନିସ୍ଥାନ ଏବଂ ପାକିସ୍ଥାନ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା।ଏହି ମ୍ୟାଚ୍‌ ସମୟରେ ଷ୍ଟାଡିୟମ୍ ବାହାରେ ଏବଂ ଭିତରେ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଜବରଦସ୍ତ ଗଣ୍ଡଗୋଳ ଘଟିଛି।ମ୍ୟାଚ୍ ଆରମ୍ଭରୁ ଆଫ୍‌ଗାନିସ୍ତାନ ଓ ପାକିସ୍ତାନ ସମର୍ଥକଙ୍କ ମଧ୍ୟରେ ଷ୍ଟାଡିୟମ୍ ବାହାରେ ସଂଘର୍ଷ ଘଟିଥିବା ବେଳେ ପରେ ଏହା ଷ୍ଟାଡିୟମ୍ ମଧ୍ୟରେ ମଧ୍ୟ ଘଟିଥିଲା।ମ୍ୟାଚ୍‌ ଦେଖିବାକୁ ଟିକଟ ପାଇବାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ମ୍ୟାଚ୍ ଆରମ୍ଭହେବାର ଯଥେଷ୍ଟ ପୂର୍ବରୁ ଆଫ୍‌ଗାନିସ୍ତାନ ଓ … Continue reading ପାକିସ୍ଥାନ ବନାମ ଆଫଗାନିସ୍ଥାନ ମ୍ୟାଚରେ ଦଙ୍ଗା: ବେଲୁଚିସ୍ଥାନ ସ୍ୱାଧୀନତା ପ୍ରସଙ୍ଗ ବିଶ୍ୱ କପରେ!