ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ସଂଘ ପରିବାରରେ ବିଦ୍ରୋହ:ବିଜେପିର ସାଥି ଏବେ ଅର୍ବାନ ନକ୍ସଲ!

ଦଳରେ ବହୁତ ଅଳିଆ ଭର୍ତ୍ତି ହେଇ ଗଲାଣି – ବଜରଙ୍ଗ ଦଳ ଭୁବନେଶ୍ୱର:ଓଡ଼ିଶାରେ ଭାଜପାର ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ସଂଘ ପରିବାର ମଧ୍ୟରେ ଗୁରୁତ୍ୱର ଫାଟ ସୃଷ୍ଟି ହୋଇଛି।ସଙ୍ଗଠନ ଭିତରେ ବିଦ୍ରୋହ ଦେଖାଦେଇଛି।ଦଳ ବଦଳ ନୀତିରେ ଅନ୍ୟ ଦଳରୁ ଆମଦାନୀ କରି ଟିକେଟ ବଣ୍ଟନ ପ୍ରକ୍ରିୟାରେ ଅନେକ ସ୍ଥାନରେ ରାଷ୍ଟ୍ରବାଦ ତଥା ହିନ୍ଦୁତ୍ୱ ଚିନ୍ତାଧାରାକୁ ବିରୋଧ କରି ଆସୁଥିବା ଅନେକ ନେତାଙ୍କୁ ଭାଜପା ଟିକେଟ ଦେଇଛି।ଅପରାଧୀ, ମାଫିଆ ,ଅର୍ବାନ ନକ୍ସଲ ଏବେ ଓଡ଼ିଶା ଭାଜପାର ସାଥି … Continue reading ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ସଂଘ ପରିବାରରେ ବିଦ୍ରୋହ:ବିଜେପିର ସାଥି ଏବେ ଅର୍ବାନ ନକ୍ସଲ!