ପୂରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ: ଅଭୁଲା ସ୍ମୃତିର ସ୍ମୃତି ଚାରଣ ..

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ୧୯୬୭ ମସିହା ମାଟ୍ରିକ୍ ବ୍ୟାଚର ପୂରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଭଗବତୀ ବିଜେ ପୀଠ ପରିସରରେ ଆୟୋଜିତ ହୋଇଯାଇଛି। ଏଥିରେ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ ଅତୀତର ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ସେମାନଙ୍କୁ ଶିକ୍ଷା ପ୍ରଦାନ କରିଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟବାଦୀ ରଥ, ପିତାମ୍ବର ମିଶ୍ର, କୀର୍ତ୍ତିଚନ୍ଦ୍ର ନାୟକ, ପଞ୍ଚାନନ ଦାସ ଏବଂ ରବୀନ୍ଦ୍ର ନାଥ … Continue reading ପୂରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ: ଅଭୁଲା ସ୍ମୃତିର ସ୍ମୃତି ଚାରଣ ..