୭୦ ବର୍ଷ ହୋଇପାରେ ଅବସର ବୟସ ସୀମା!

ନୂଆଦିଲ୍ଲୀ: ୭୦ ବର୍ଷ ହୋଇପାରେ ଅବସର ବୟସ ସୀମା! ଇକୋନମିକ ସର୍ଭେ ଅନୁଯାୟୀ ଭାରତରେ ବୟସ ଅନୁପାତ ବଢ଼ୁଥିବା ଯୋଗୁଁ ଭବିଷ୍ୟରେ ଅବସର ବୟସ ସୀମା ବଢ଼ିପାରେ।ସଂସଦରେ ଦାଖଲ ୨୦୧୯ ଆର୍ଥିକ ସର୍ଭେରେ କୁହାଯାଇଛି, ୨୦୩୧ – ୪୧ ମଧ୍ୟରେ ଭାରତର ଜନସଂଖ୍ୟା ୦.୫ ପ୍ରତିଶତ ବଢ଼ିବ।ଦେଶରେ ପ୍ରଜଜନ ଅନୁପାତରେ ହ୍ରାସ ଏବଂ ବୟସ ଅନୁପାତ ବଢ଼ୁଥିବା ଯୋଗୁଁ ଅବସର ସୀମା ବଢ଼ାଯାଇ ପାରେ।କିଛି ଦେଶ ଅବସର ସୀମା ବଢ଼ାଇ ସାରିଛନ୍ତି।ଭାରତ ବି ଏପରି କରିପାରେ। ଯୋଗକୁ … Continue reading ୭୦ ବର୍ଷ ହୋଇପାରେ ଅବସର ବୟସ ସୀମା!