ସରକାରୀ ବ୍ୟାଙ୍କରେ ଜମାକର ସାଇବାବାଙ୍କୁ ଦାନ ଖୁଚୁରା : ଆରବିଆଇ

ନୂଆଦିଲ୍ଲୀ: ଆରବିଆଇ (ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ) ସାଇବାବା ସଂସ୍ଥାନ ଟ୍ରଷ୍ଟର ଖାତାଧାରକ ୧୬ଟି ବ୍ୟାଙ୍କକୁ ତାର ଖୁଚୁରା ଜମା କରିବାକୁ ଆଦେଶ ଜାରି କରିଛନ୍ତି।ସଂସ୍ଥାନକୁ ବାର୍ଷିକ ୪ କୋଟି ଟଙ୍କାର ଦାନ ଖୁଚୁରା ଆକାରରେ ମିଳୁଛି।ସଂସ୍ଥାନର ମୁଖ୍ୟ ଆକାଉଣ୍ଟ ଅଧିକାରୀ ବି.ବି ଘୋରପଡ଼େ କହିଛନ୍ତି,ଏବେ ଖୁଚୁରା ରଖିବାକୁ ସଂସ୍ଥାନ ବ୍ୟାଙ୍କକୁ ଷ୍ଟ୍ରଙ୍ଗରୁମ ଦେବ ଏବଂ ତାଙ୍କର ସେଠାରେ ସ୍ଥାନ ହେବା ପରେ ବ୍ୟାଙ୍କ ଖୁଚୁରା ପଇସା ଗୁଡ଼ିକ ନେଇଯିବେ।//ଦେବଦତ୍ତ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକ୍ରମ: … Continue reading ସରକାରୀ ବ୍ୟାଙ୍କରେ ଜମାକର ସାଇବାବାଙ୍କୁ ଦାନ ଖୁଚୁରା : ଆରବିଆଇ