ସ୍ପଷ୍ଟ କରନ୍ତୁ ଅପରାଜିତା; ସ୍ପଷ୍ଟ କରୁ ବିଜେପି ..

ଭୁବନେଶ୍ୱର: ବିବାଦ ଉପୁଜିବା ପରେ ପୁରୀ ଜଗନ୍ନାଥ ମନ୍ଦିର ସଂପର୍କିତ ଏନଏମଏର ପ୍ରସ୍ତାବିତ ବାଇ- ଲ’ ପ୍ରତ୍ୟାହାର ହୋଇ ସାରିଥିବା ବେଳେ ଲିଙ୍ଗରାଜ ମନ୍ଦିର ସଂପର୍କିତ ଏନଏମଏର ପ୍ରସ୍ତାବିତ ବାଇ- ଲ’ ଏ’ ପର୍ଯ୍ୟନ୍ତ ପ୍ରତ୍ୟାହାର ହୋଇ ନାହିଁ। ଏହାଦ୍ୱାରା ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି। ଏନଏମଏର ପ୍ରସ୍ତାବିତ ବାଇ- ଲ’ ପ୍ରତ୍ୟାହାର ନେଇ ଦାବି ଜୋର୍ ଧରିଥିବା ବେଳେ ଓଡ଼ିଶାର ପ୍ରମୁଖ ଐତିହ୍ୟ ସ୍ଥଳର ଅସ୍ତିତ୍ୱକୁ ଧ୍ୱଂସ କରିବାକୁ କେନ୍ଦ୍ର … Continue reading ସ୍ପଷ୍ଟ କରନ୍ତୁ ଅପରାଜିତା; ସ୍ପଷ୍ଟ କରୁ ବିଜେପି ..